Secondary Board High School, Cuttack
OUR NEWS
What's The Buzz
Admissions Explained
Our Uniqueness
Our Uniqueness
ଜଣେ ଛାତ୍ର ପାଇଁ ଜୀବନରେ ପାଠପଢ଼ା ଯେମିତି ଗୁରୁତ୍ୱପୂର୍ଣ୍ଣ ସମ୍ପଦ, ସେହିପରି ସ୍ବାସ୍ଥ୍ୟ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସମ୍ପଦ। କୁହାଯାଏ ସ୍ବାସ୍ଥ୍ୟ ହିଁ ସମ୍ପଦ। ଆମ ବିଦ୍ୟାଳୟ ରେ ପିଲାମାନଙ୍କର ଉଭୟ ମାନସିକ ଏବଂ ଶାରିରୀକ ସ୍ବାସ୍ଥ୍ୟ ର ଯତ୍ନ ନିଆଯାଇଥାଏ। ଆମ ବିଦ୍ୟାଳୟ ରେ ଖେଳପଡିଆ ଥିବା ସତ୍ତ୍ବେ ଆଉ ଏକ ବ୍ୟାୟାମ ଗୃହ ରହିଛି, ଯେଉଁଠାରେ ଆଧୁନିକ ବ୍ୟାୟାମ ଯନ୍ତ୍ର ସ୍ଥାପନ କରାଯାଇଛି ।

ଆଜିର ଯୁଗ ହେଉଛି ବିଜ୍ଞାନ ଯୁଗ। ପିଲାମାନଙ୍କୁ ଥିଓରୀ ପାଠ ସହିତ ସବୁର ର ପ୍ରମାଣ ମଧ୍ୟ ଆବଶ୍ୟକ, ସେଇଥିପାଇଁ ଆମ ବିଦ୍ୟାଳୟରେ ଏକ ବିଜ୍ଞାନ ଏକ୍ସପେରୀମେଣ୍ଟ କକ୍ଷ ମଧ୍ୟ ରହିଛି, ଯେଉଁଠାରେ ଆଧୁନିକ ବିଜ୍ଞାନ ସରଞ୍ଜାମ ରହିଛି। ସେହି କକ୍ଷ ରେ ପିଲାମାନଙ୍କର ବିଜ୍ଞାନ ବିଷୟରେ ଜାଣିବାକୁ ଇଚ୍ଛା ମଧ୍ୟ ବଢ଼ାଯାଇଥାଏ।

ଆମ ବିଦ୍ୟାଳୟରେ ଏକ ପାଠାଗାର ମଧ୍ୟ ରହିଛି, ଯେଉଁଠାରେ ପିଲାମାନେ ଅନେକ ପୁସ୍ତକ ଯେପରିକି ମହାକାଶ ଗବେଷଣା ସମ୍ବନ୍ଧୀୟ, ବିଭିନ୍ନ ତାଲିମ ସମ୍ବନ୍ଧୀୟ, ମହାପୁରୁଷ ମାନଙ୍କ ଜୀବନ କାହାଣୀ ଇତ୍ୟାଦି ବିଷୟରେ ଅଧ୍ୟୟନ କରିଥାନ୍ତି।

ଆଜି କାଲି ତ ସବୁଆଡେ କମ୍ପ୍ୟୁଟର, ବିଦ୍ୟାଳୟରୁ ଆରମ୍ଭ କରି କର୍ମକ୍ଷେତ୍ର ମାନଙ୍କରେ ସବୁଠି ସେହି କମ୍ପ୍ୟୁଟର ର କାୟା। ଆମ ବିଦ୍ୟାଳୟ ରେ ପଢୁଥିବା ଛାତ୍ର ଛାତ୍ରୀ ମାନେ ଆଗାମୀ ଭବିଷ୍ୟତ ରେ କିପରି ପଛରେ ନ ରହିଯାନ୍ତୁ, ସେଥି ନିମନ୍ତେ ଏକ କମ୍ପ୍ୟୁଟର କକ୍ଷ ମଧ୍ୟ ସ୍ଥାପନ କରାଯାଇଛି, ଯେଉଁଠାରେ ପିଲାମାନଙ୍କୁ ନୂତନ କୌଶଳ ଶିକ୍ଷା ଦିଆଯାଇଥାଏ।

ଆମ ବିଦ୍ୟାଳୟର ଅନ୍ୟ ଏକ ସ୍ଵତନ୍ତ୍ରତା ହେଲା ଏହି ବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ଆକାଶ ବାହିନୀ ବିଭାଗ ରହିଅଛି। ଯେଉଁ ବିଭାଗରେ ପ୍ରତିବର୍ଷ ୫୦ ଜଣ ପିଲା ଯୋଗଦେଇଥାନ୍ତି ଏବଂ ସ୍ମାରକ ପତ୍ର ମଧ୍ୟ ପ୍ରାପ୍ତ କରିଥାଆନ୍ତି।

Online Classes For Class 6th to10th
Online Classes For Class 6th to10th
GO HERE
GO HERE
Google Maps
Google Maps
Add a review
Add a review
Secondary Board High School, Bajrakabati Rd, Cuttack, Odisha 753001
secondaryboardhighschoolctc@gmail.com
+917846899377
Youtube
Youtube
Download ପରୀକ୍ଷା ଦର୍ପଣ
Download ପରୀକ୍ଷା ଦର୍ପଣ
Welcome to the official website of Secondary Board High School.

Welcome to the students,teachers and alumnis of SBHS.It is the official website of Secondary Board High School. Here you can find new updates about education and our school .So Stay Here and you will get all information.If you want to create ur website just message us and we will give u the website designers contact. Stay home Stay Happy