Blogs

Welcome to  the official website of Secondary Board High School.

Welcome to the students,teachers and alumnis of SBHS.It is the official website of Secondary Board High School. Here you can find new updates about education and our school .So Stay Here and you will get all information.If you want to create ur website just message us and we will give u  the website designers contact. Stay home Stay Happy


A Science Hackathon has been organized in our school under the supervision of Principal Mr. Ashok Kumar Satapathy and Senior Teachers Mrs. Pushpita Nayak and Smt. Anjana Bose.

Various projects made by our school students were presented in this science hackathon.

#secondaryboardhighschoolctc

#secondaryboardhighschoolcuttack

#boardschoolcuttack

#scienceexperiment 

ଆମ ବିଦ୍ୟାଳୟ ପରିସରରେ ୭୭ତମ ସ୍ଵାଧୀନତା ଦିବସ ଖୁବ୍ ଆଡମ୍ବରର ସହିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ଶତପଥୀଙ୍କ ପୌରହିତ୍ୟ ରେ ପାଳନ କରାଯାଇଥିଲା।

ସବୁ ବର୍ଷ ପରି ସକାଳେ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରଭାତ ଫେରିରେ ଯୋଗ ଦାନ ଦେଇଥିଲେ। ଏହାପରେ ବିଦ୍ୟାଳୟ ପରିସରରେ ଜାତୀୟ ପତାକା ଉତୋଳନ କରାଯାଇଥିଲା। ସ୍ଵାଧୀନତା ଦିବସ ଅବସରରେ ବିଦ୍ୟାଳୟରେ ଚିତ୍ତାକର୍ଷକ ପ୍ୟାରେଡ ସହିତ ଏକ ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୂରାତନ ଛାତ୍ର ସଂସଦ ମଧ୍ୟ ଯୋଗଦାନ ଦେଇଥିଲେ ଏବଂ ସବୁ କାର୍ଯ୍ୟକ୍ରମ  କୁ ସୂଚାରୁ ରୂପେ ନିର୍ବାହ କରିଥିଲେ।

#secondaryboardhighschoolcuttack

#secondaryboardhighschoolctc

#secondaryboardhighschool

#boardschoolcuttack

#77thindependenceday

#india



ବୃକ୍ଷ ହିଁ ଜୀବନ। ଗତ ୭ ତାରିଖ ଦିନ ବନ ମହୋତ୍ସବ ଅବସରରେ ଆମ ବିଦ୍ୟାଳୟର ଇକୋ କ୍ଲବ, ପୂରାତନ ଛାତ୍ର ସଂସଦ ଏବଂ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସିଟି ବ୍ରାଞ୍ଚ, କଲେଜଛକ ର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ପାଳନ କରାଯାଇଥିଲା। ଏହି ଉପଲକ୍ଷେ ଆମର ପ୍ରିୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ଶତପଥୀଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ସମୂହ ବୃକ୍ଷରୋପଣ କାର୍ଯ୍ୟ କ୍ରମ ରେ ମାଧ୍ୟମିକ ଶିକ୍ଷା ପରିଷଦ ର ସମ୍ପାଦକ ସୁମିତା ସରକାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂରାତନ ଛାତ୍ର ସଂସଦର ସଭାପତି ରଞ୍ଜିତାଭ ମହାନ୍ତି, ସମ୍ପାଦକ ଅଶ୍ଵିନୀ ମହାନ୍ତି ଏବଂ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମ୍ୟାନେଜର ଲକ୍ଷ୍ମୀଧର ସୁବୁଦ୍ଧି ପ୍ରମୁଖ ଯୋଗଦାନ କରି ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ କର୍ମଚାରୀଙ୍କ ସହିତ ବୃକ୍ଷରୋପଣ କରିଥିଲେ।

#secondaryboardhighschoolcuttack

#secondaryboardhighschoolctc

#boardschoolcuttack

#cuttack


The seventh edition of Team Quizzard’s yearly premier quiz event, Synapse-The Junction of Qriosity, took place at Saheed Bhawan here on Sunday.

“Dambaruu – learning made fun” presented the event, which was powered by “FaarmB” and “Ruchi Tea”. In defiance of custom, Synapse continued its special Odia Quiz alongside the standard English edition for the second year in a row. The Odia quiz was offered to students from grades 7to 10 and the English quiz was for 7-12 from all around the state.

  In the Odia and English Quiz, the winning teams for the Best Girls’ team were Hapili Pradhan and Priti Prajojita Sahoo of Kalinga Nodal Vidyapitha, Choudwar and Johanna Mohapatra, and Shree Jena of DAV Rajabagicha. Stewart School was the best participating school for the English quiz, while our school won it in the Odia quiz.

Ankit Kumar Swain and Koustav Kumar Sahoo of DAV Public School, CDA won the English Quiz. Tathagata Mondal and Adidev Dash of DPS Kalinga came in second whereas Divya Jyoti Senapati and Priyank Jena of DAV Public School, Unit-8 placed third. In a similar vein, Swayam Swaroop Dash and Mahesh Acharya of our school were named the winners of the Odia Quiz. Arman Swain and Chandrabhanu Rout of SSVM Markat Nagar Sec-9 , Jagannath Mallick and Satyajit Mohanty of our school respectively took the remaining two positions.


#secondaryboardhighschoolctc

#secondaryboardhighschoolcutttack

#boardschoolcuttack

#synapse_2023

गुरुर्ब्रम्हा गुरुर्विष्णु गुरुर्देवो महेश्वरः 

गुरुः साक्षात्परब्रह्मा तस्मै श्री गुरुवे नमः

 May your guru always shower their blessings on you. Wish you a very Happy Guru Purnima. #secondaryboardhighschoolcutttack #secondaryboardhighschoolctc #boardschoolcuttack #GuruPurnima 

ଗତକାଲି ଦୀର୍ଘ ଦୁଇ ମାସର ଗ୍ରୀଷ୍ମ ଅବକାଶ ପରେ ଆମ ବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରାଯାଇଥିଲା। ଏଥି ସହିତ ଗତକାଲି ବିଶ୍ଵ ଯୋଗ ଦିବସ ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯାଇଥିଲା ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଦ୍ୟାଳୟ ପ୍ରାଙ୍ଗଣ ରେ ବୃକ୍ଷରୋପଣ କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନ ପରୀକ୍ଷାଗାର ରେ ପରୀକ୍ଷଣ ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ କର୍ପୋରେଟର ଶ୍ରୀ ରଞ୍ଜନ କୁମାର ବିଶ୍ଵାଳ (Ranjan Kumar Biswal) ଯୋଗ ଦେଇଥିଲେ।

#secondaryboardhighschoolcutttack

#secondaryboardhighschoolctc

#boardschoolcuttack

#SBHSIANS❤️

#cuttack

#yogaday



नीलांचल निवासाय नित्याय परमात्मने।

बलभद्र सुभद्राभ्याम् जगन्नाथाय ते नमः।।

Let’s Celebrate The Day of Glory of Lord Jagannath. Happy Jagannath Rath Yatra 2023!

#RathaJatra

#RathaYatra

#secondaryboardhighschoolcuttack

#boardschoolcuttack



पिता धर्मः पिता स्वर्गः पिता हि परमं तपः।

पितरि प्रीतिमापन्ने प्रीयन्ते सर्वदेवताः॥

“No matter how tall you become, your father will always be the one you look up to”.

#fathersday

#secondaryboardhighschoolctc

#boardschoolcuttack


Our first three HSC examination toppers Satyajit Mohanty, Pulak Mohanty and Jagannath Malick was  awarded by Sambad  group.

#secondaryboardhighschoolcuttack

#boardschoolcuttack

#matricchampions2023

#cuttack


କଟକ ଉତ୍କଳ ଦିବସ ଉପଲକ୍ଷେ ସେକେଣ୍ଡାରୀ ବୋର୍ଡ ହାଇ ସ୍କୁଲ୍ ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ରକ୍ତଦାନ ଶିବିର ସ୍କୁଲ ପରିସରରେ ଆୟୋଜିତ ହେଇଯାଇଛି। ବର୍ଷା ଯୋଗୁ ପ୍ରତିକୂଳ ପାଗ ସତ୍ଵେ ରକ୍ତଦାନ କରିବାକୁ ପୁରାତନ ଛାତ୍ର ଓ ସେମାନଙ୍କର ସମ୍ପର୍କୀୟ ମାନେ ପ୍ରବଳ ଉତ୍ସାହ ଦେଖାଇଥିଲେ। ସ୍କୁଲ୍ ର ଛାତ୍ର-ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାୟନ କରିବା ପରେ ଆନୁଷ୍ଠାନିକ ଭାବରେ ରକ୍ତଦାନ ଶିବିର ଆରମ୍ଭ ହୋଇଥିଲା। ଶିବିରକୁ ଉଦଘାଟନ କରିଥିଲେ କଟକ ପୋଲିସ୍ କମିଶନରେଟ୍ ର ଏ.ସି.ପି ଶ୍ରୀ ଅମିତାଭ ମହାପାତ୍ର,  ସ୍କୁଲ୍ ର ପ୍ରଧାନ ଶିକ୍ଷକ ଅଶୋକ ଶତପଥୀ ଏବଂ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦୈତାରୀ ସାହୁ। ଶିବିରରୁ ମୋଟ  ୭୮ ୟୁନିଟ୍ ରଜ୍ତ ସଂଗୃହିତ ହୋଇଥିଲା। କଟକ ସେଣ୍ଟ୍ରାଲ ରେଡକ୍ରସ ବ୍ଳଡ ବ୍ୟାଙ୍କର କର୍ମକର୍ତ୍ତାମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବହୁତ ପୁରାତନ ଛାତ୍ର ଯୋଗ ଦେଇଥିଲେ।

#secondaryboardhighschoolcuttack #secondaryboardhighschoolctc

ଆମ୍ଭମାନଙ୍କର ପରମ ପ୍ରିୟ ବ୍ରହ୍ମାନନ୍ଦ ଶତପଥୀ ସାର୍  ଆଉ ଇହ ଜଗତରେ ନାହାନ୍ତି l ଗତ ୧୮.୦୪.୨୦୨୩ରିଖରେ  ସାର୍ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି l

ତାଙ୍କ ଅମ୍ଳାନ ଅମରାତ୍ମାର ସଦଗତି ହେଉ !

ଓଁ ଶାନ୍ତି  

Celebration of 75th Independence Day in our school campus.

We pray for our patriots and our nation, we memorize our golden history behind this day, we wiil be committed that one day our india will the best country among the whole world🇮🇳.

#AzadiKaAmritMahotsav

#IndependenceDay

#secondaryboardhighschoolcuttack

Today our school celebrates Azadi Ka Amrit Mahotsav❤️.

@PMOIndia

@AmritMahotsav

@CMO_Odisha

@CMCCuttack

#AzadiKaAmritMahotsav

#HarGharTiranga

#boardschoolcuttack

ଆମ ବିଦ୍ୟାଳୟର ବରିଷ୍ଟ ଶିକ୍ଷକ ଶ୍ରୀ ଦର୍ପଗଞ୍ଜନ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଛି । ଏହି ଅବସରରେ ସାର ଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସାର ନିଜର ଉଚ୍ଚକୋଟୀର ଶିକ୍ଷାଦାନ ଶୈଳୀ, ସମୟାନୁବର୍ତ୍ତିତା, ଛାତ୍ରବତ୍ସଲତା ପାଇଁ ପରିଚିତ ଅଟନ୍ତି । ଆମେ ସାରଙ୍କ ଦୀର୍ଘ ନିରାମୟ ଜୀବନ କାମନା କରୁଛୁ ।

#secondaryboardhighschoolcuttack

#boardschoolcuttack

#missyousir


ଆମ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ତରଫରୁ ଆୟୋଜିତ ବିଦ୍ୟାଳୟର ୬୩ତମ ଜନ୍ମୋତ୍ସବ ରେ ସିଏମସିର(@CMCCuttack) ମେୟର ଶ୍ରୀ ସୁବାସ ସିଂହ(@SSingh_odisha) ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ସତ୍ୟବ୍ରତ ମହାପାତ୍ର ଯୋଗ ଦେଇଥିଲେ , ଶ୍ରୀ ସତ୍ୟବ୍ରତ ମହାପାତ୍ର ଆମ ବିଦ୍ୟାଳୟର ଜଣେ ପୁରାତନ ଛାତ୍ର ମଧ୍ୟ ଅଟନ୍ତି ।


ବହୁ ପ୍ରତୀକ୍ଷା ଓ ଆଲୋଚନାର ଅନ୍ତ ଘଟିବାକୁ ଯାଉଛି......... ଅନେକ ଦିନ ଧରି ଖେଳ ପାଇଁ ଅନୁପଯୁକ୍ତ ଥିବା,  ଆମ ମାନଙ୍କର ଅନେକ ସ୍ମୃତି ଜାବୁଡି ଧରିଥିବା,  ଆମ ମାନଙ୍କ ପ୍ରିୟ ଖେଳ ପଡିଆ ର ଉନ୍ନତିକରଣ କାର୍ଯ୍ୟ ଜୋର ସୋରରେ ଏବଂ ସୁରୁଖୁରୁରେ ଆଗେଇ ଚାଲିଛି l

ଆମ୍ଭମାନଙ୍କର ପରମ ପ୍ରିୟ ଭାସ୍କର ଚନ୍ଦ୍ର ରାୟ ସାର୍ ଆଉ ଇହ ଜଗତରେ ନାହାନ୍ତି l ଗତ ରାତିରେ ସାର୍ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି l

ତାଙ୍କ ଅମ୍ଳାନ ଅମରାତ୍ମାର ସଦଗତି ହେଉ !

ଓଁ ଶାନ୍ତି  

ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ଆମ ବିଦ୍ୟାଳୟର ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ କରାଯାଇଥିଲା l ଅଗଷ୍ଟ ୩ ୧୯୫୯ରେ  ପ୍ରଥମ ଶିକ୍ଷାଦାନ କରାଯାଇଥିବାରୁ ଏହି ଦିବସ ଟିକୁ ବିଦ୍ୟାଳୟର ଜନ୍ମ ଦିବସ ରୂପେ ପାଳନ କରାଯାଇଥାଏ l ଏଠାରେ ଆଗରୁ ଅଧିକ ଆମ୍ବ ଗଛ ରହିଥିଲା ସେଇଥିପାଇଁ ବିଦ୍ୟାଳୟର ବ୍ୟାଚ ରେ ତଥା ଲୋଗୋ ରେ ଆମ୍ବ ପତ୍ର ର ଚି଼ହ୍ନ ରହିଥାଏ l

ବର୍ତ୍ତମାନ ସମଗ୍ର ଦେଶରେ କରୋନା ବା COVID-19 ର ଦ୍ୱିତୀୟ ଲହର ଯୋଗୁଁ ଅନେକ ଅସୁବିଧା ଦେଖାଦେଇଛିl ତେଣୁ ଆମେ ସମସ୍ତେ ଘରେ ରହିବା, ସାମାଜିକ ଦୂରତା ରକ୍ଷା କରିବା, ହାତ କୁ ସାନିଟାଇଜ଼ କରିବା ଏବଂ ମାସ୍କ ପିନ୍ଧିବା,ଠିକ ସମୟରେ ଟୀକା ନେବା  lଘରେ ରହିବା  ସୁସ୍ଥ ରହିବା  l#Covid19India

#ଆମେ_ଜିତିବା_କରୋନା_ହାରିବ

#secondaryboardhighschoolctc

#JayHind 

Thanks To Partha Sarathi Mishra  For Adopting Our School with Joy. Thank You for the words for the students❤️❤️❤️

Yoga And Meditation class  in our school. 

Following  Chief Minister Sri Naveen Patnaik's appeal, Ministers, MLAs, Administrators and other people have adopted Government Schools under the MO SCHOOL initiative in the state. Panchayati Raj and Drinking water and Law Minister Sri Pratap Jena on 24 march announced adopting The Secondary Board High School, Cuttack

The Secondary Board High School, Cuttack's construction began in 1958 and in august 1959, the school began functioning. Sri Pratap Jena was a student of our school.

Thank you Sri Pratap Jena  For Adopting our School.


Mr. Bikash Kanungo, a former student of our school, who is a wing commander in the Indian Air Force, came to our school. The school's NCC commander welcomes him.

Every year, 25 NCC cadets from our school are allowed to attend the camp organized by Indian Air Ncc, they learn a lot there and also learn how to fly small planes, one NCC cadet of our school sits on the plane.

Every year on Independence Day and Republic Day, two groups from our school participate in the district parade, one of which is the N.C.C. troop and the other is the civil troop, the children of the civil troop wear our school uniforms and batches.

The uniqueness of our school is that it is the only school in Cuttack that has an Air Wing NCC, 50 children get the opportunity to join the ncc every year and every cadet gets an A grade certificate.


ଆମ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲର ପୂର୍ବତନ ପରମ ପ୍ରିୟ ପ୍ରଫୁଲ୍ଲ ସାର ଆମମାନଙ୍କ ଗ୍ରହଣରେ ଇହ ଜଗତରେ ନାହାନ୍ତି, ତା ୦୭ ୦୭ ୨୦୨୧ ରିଖ ବୁଧବାର ସନ୍ଧ୍ୟା ଘ ୭. ୩୦ ମିନିଟରେ ତାଙ୍କର ଖୋର୍ଦ୍ଧା ଜିଲ୍ଲା ସ୍ଥିତ ଅଚ୍ୟୁତରାଜ ଗ୍ରାମରେ ପରଲୋକ ଗମନ ହୋଇଛି, ଓଁ ଶାନ୍ତି 🙏। 

An old memory of Narayan Sir distributing food to students during the puja.

The uniqueness of our school is that our school has a gym, where students exercise sometimes,This multi gymnasium installed in our school in the year 2010. Presented by Odisha Cricket Association.

A memory of Narayan sir and Bhagirathi sir teaching students in the science lab of our school, now this science laboratory is going to take on a new form, work is underway to turn this laboratory into a smart laboratory through 'Mo School Abhiyan'.So that students can get better education.


The computer lab of our school was inaugurated by Hon'ble Chief Minister Shri Naveen Patnaik. In the computer room of our school where Jyoti Didi and Sagarika Didi impart all their acquired education to the students and they put a smile on everyone's face.

The library of our school, where the books are arranged for the students is now in the process of being transformed into a smart library so that the students can get better education.

While the students sat in our meeting hall with enthusiasm.


August 3,2009 was the day our school celebrated its 50th anniversary,that day was a happy

momment for the students and teachers of our school and the alumni,that day the school's

golden jubilee was celebrated with great enthusiasm.Many awards were presented along with

many cultural events.The meeting was attended by Hon'ble chief minister Sri Naveen Patnaik, Sri Pratap Jena, Sri Debashish Samantaray and others.The golden jubilee was organized by the old student association.

Hon'ble Chief Minister Sri Naveen Patnaik,Sri Pratap Jenaa, Sri Debashish Samantaray,Sri Bhartruhari Mahatab and others were present at the meeting on the golden jubilee of our school in august 2009.

Hon'ble Chief Minister Sri Naveen Patnaik, Sri Pratap Jena, Sri Debashish Samantray, Sri Bhartruhari Mahatab and others inaugurated the nineteenth edition of our school magazine 'KISHALAYA' at the meeting held on the occasion of the golden jubilee of our school.

Hon'ble Chief Minister Sri Naveen Patnaik is delivering his speech on the occasion of the golden jubilee of our school held in august 2009.

On the occasion of the golden jubilee of our school,which was held in august 2009.The Headmaster of our school  Mrs. Sakuntala Mohanty and the hon'ble chief minister Sri Naveen Patnaik , Sri Pratap Jena , Sri Debashish Samantaray inaugurated the computer lab of our school. 

Hon'ble Chief Minister Shri Naveen Patnaik, Shri Pratap Jena, Shri Debashish Samantray and Mrs. Sakuntala Mohanty, Headmistress of our school, visited the inaugurated computer lab on the occasion of the golden jubilee of our school in August 2009 

A Photograph Of Sri Pratap Jena And Sri Debashish Samantray On The Occasion Of The Golden Jubilee Of Our School,Held In August 2009.

Our School's Computer Lab Was Inaugurated On The Occasion Of The Golden Jubilee Of Our School, Held In August 2009.

State and national awardee teacher Sri Brundaban Singh Sir felicitated by Hon'ble Chief Minister Sri Naveen Patnaik on the occasion of golden jubilee celebration of our school  held in august 2009. 

State and national awardee teacher Sri Braja Sundar Das Sir felicitated by Hon'ble Chief Minister Sri Naveen Patnaik on the occasion of golden jubilee celebration of our school held in august 2009.